ସମ୍ମାନୀୟ ଜିଲ୍ଲାପାଳ ସାର୍, ଉପ ଜିଲ୍ଲାପାଳ ସାର୍, ଏ.ଡି.ଏମ୍ ସାର୍, ପିଡି ଡି.ଆର୍.ଡି.ଏ ସାର୍, ବି.ଡି.ଓ ସାର୍ ଓ ଆମ ବନାଞ୍ଚଳ ଅଧିକାରୀଙ୍କ କିଛି ପ୍ରଫୁଲ୍ଲିତ ଓ ମୂଲ୍ୟବାନ ସମୟ ବ୍ୟତୀତ କରୁଥିବାର କିଛି ମୁହୂର୍ତ୍ତ ବର୍ଣ୍ଣମାଳା ଉଦ୍ୟାନରେ | ଏଭଳି ଏକ ସୁନ୍ଦର ଓ ନିଆରା ପାର୍କ୍ ଦେଖି ସମସ୍ତେ ବହୁତ୍ ଖୁସି ହେଲେ ଓ ପ୍ରସଂଶା କଲେ | ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟ କୁ ନେଇ ତିଆରି ହେଇଥିବା ଏହି ପାର୍କକୁ ଛାତ୍ର ଛାତ୍ରୀ ମାନେ ବୁଲି ଆସିଲେ କିଛି ଶିକ୍ଷା ପାଇବେ ବୋଲି ମଧ୍ୟ କହିଲେ |
ସମ୍ମାନୀୟ ଜିଲ୍ଲାପାଳ ଓ ଅନ୍ୟାନ ସରକାରୀ ଅଫିସରଙ୍କ ଗ୍ରସ୍ତ
You May Also Like This:
Subscribe to:
Post Comments (Atom)








Bahut Sundar
ReplyDeleteଧନ୍ୟବାଦ
Delete